ନାବାଳିକାକୁ ଦୁଷ୍କର୍ମ, ୫ ଅଟକ

କାଳିଆପାଣି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ୫ ଅଟକ । ତେବେ ଦୁର୍ବୁତ୍ତ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ହେଉଛି ଯାଜପୁର ଜିଲ୍ଲାର। ସୂଚନା ମୁତାବକ , ରବିବାର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ କାଳିଆପାଣି ଯାଉଥିଲେ। ଗାଡ଼ି ନପାଇବାରୁ ଡୁବୁରୀରୁ ସେମାନେ ଚାଲି ଚାଲି କାଳିଆପାଣି ଯାଉଥିବା ବେଳେ ଝୁମ୍ପାଣ ନିକଟରେ ଥିବା ଏକ ଶିବ ମନ୍ଦିରରେ … Continue reading ନାବାଳିକାକୁ ଦୁଷ୍କର୍ମ, ୫ ଅଟକ